ଅଗଷ୍ଟ ୨ରୁ ତ୍ରିରଙ୍ଗାକୁ ସାମାଜିକ ଗଣମାଧ୍ୟମ ‘ପ୍ରୋଫାଇଲ୍‌’ କରନ୍ତୁ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଅଗଷ୍ଟ ୨ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ତ୍ରିରଙ୍ଗ ପତାକାକୁ ସାମାଜିକ ଗଣମାଧ୍ୟମ ‘ଡିସ୍‌ପ୍ଲେ ପିକ୍‌ଚର୍‌’ କରନ୍ତୁ ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୯୧ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି। ‘ମନ୍‌ କି ବାତ୍‌’ ପ୍ରାରମ୍ଭରେ ଦେଶର ସ୍ବାଧୀନତା ପ୍ରସଙ୍ଗରେ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ବିପ୍ଳବୀ ଉଦ୍ଦାମ୍‌ ସିଂହଙ୍କୁ (ଆଜି ତାଙ୍କର ୮୨ତମ ମୃତ୍ୟୁବାର୍ଷିକୀ) ସ୍ମରଣ କରିବା ସହ ସମସ୍ତ ବିପ୍ଳବୀ … Continue reading ଅଗଷ୍ଟ ୨ରୁ ତ୍ରିରଙ୍ଗାକୁ ସାମାଜିକ ଗଣମାଧ୍ୟମ ‘ପ୍ରୋଫାଇଲ୍‌’ କରନ୍ତୁ : ପ୍ରଧାନମନ୍ତ୍ରୀ ମୋଦୀ